ଜୀବନରେ ଅନେକ କଥାକୁ ସାମ୍ନା କରୁ କରୁ ମନରେ ଆସେ ଅନେକ ତରଙ୍ଗ। କେବେ କେବେ ମନେହୁଏ ସତରେ ଆମେ ଦିନେ ଚାଲିଯିବାନା? ଚାଲିଯିବା କଥା ଭାବିଲେ ବି ସେମିତି କିଛି ମନେ ହୁଏନାହିଁ । ତେବେ ଆମେ ଯେ ଏଠାରୁ ଚାଲିଯିବା, ଏହାହିଁ ଧ୍ରୁବ ସତ୍ୟ । ବୋଧହୁଏ ଏଭଳି କିଛି କଥାହିଁ ମତେ ପ୍ରେରଣା ଦେଇଥିଲା ଏଇ ଲେଖାଲେଖି ଭିତରକୁ ଆସିବା ପାଇଁ।
Listened the chirps of morning birds, waked up, life seemed easy... Life of a writer is not easy. Writing is hard. Self doubts will make you cripple. Self learning is most important. ************** Give food to birds. They will be happy. The sun is rising up and up and on it's journey. ***** Ideas are cunning. They always play hide and seek game. ***** Brainstorming is difficult.
Comments
Post a Comment