ଯଦିବା କଥାଟା ସେମିତି ଗୁରୁତର
ନ ଥିଲା , ତଥାପି ମତେ ଭାବିବାକୁ ପଡିଥିଲା ସମୟ ଟିକେ ଦେଇ। ମୁଁ କିଛି ବୁଝେନି ବୋଲି ତା ମନରେ ଥିବା ଧାରଣାକୁ ମୁଁ ଚାହିଁ ଥିଲି ଆଉ ଥରେ ନ ଆସୁ । ରଶ୍ମୀ ଅପା ସେମିତି ଛିଡା ହୋଇଥିଲା ଖୁଣ୍ଟଟିଏ
ଭଳି ସ୍କୁଲ ପାଖ ବରଗଛ ଛାଇରେ ମୋ ସହିତ ।
Listened the chirps of morning birds, waked up, life seemed easy... Life of a writer is not easy. Writing is hard. Self doubts will make you cripple. Self learning is most important. ************** Give food to birds. They will be happy. The sun is rising up and up and on it's journey. ***** Ideas are cunning. They always play hide and seek game. ***** Brainstorming is difficult.
Comments
Post a Comment