ମୁଁ ଏବେ ଏଇଠି ବସିଛି , ସନ୍ଧ୍ୟା ଆସୁଛି ତାର ଚିରାଚରିତ ପ୍ରଥାରେ । ମୋ ଟେବୁଲ ଉପରେ କିଛି ଫାଇଲ ଅଛି । ମତେ ଆଉରି ପସିବାକୁ ହେବ ଫାଇଲ ଭିତରେ । ସେଥିପାଇଁ ସମୟ ଆଜି ନାହିଁ । କାନ୍ଥ ଘଣ୍ଟାର ଶବ୍ଦ କହୁଛି କିଛି ଲେଖିବାକୁ , କାରଣ ଏଇ ସମୟ କାଲିକୁ ଆଉ ନଥିବ । ଝର୍କା ଡେଇଁ ଗଲେ ମୁଁ ଛୁଇଁବି ବଣୁଆ ଗଛର ଫୁଲ ସେତିକି ତ ...ଦରକାର ଏଇଠି ବସି ବସି ପଥର ହେବା କି ଦରକାର ଏମିତି ତ ତିଆରି ହୋଇସାରିଛି କୋଣାର୍କ ...
Life is a journey...