ସ୍ବପ୍ନ ଦେଖୁଥିଲି।
ମୋ ସାମ୍ନାରେ ବସିଥିବା ଲୋକଟି ହଠାତ୍ କାଶିଲା,
କାଶି କାଶି ବେହାଲ ହେଉଥିଲା।
ମୁଁ ତାକୁ ହାତଠାରି ଇସାରା କଲି ଚାଲିଯାଅ ବୋଲି।
ସେ ମୋଟେ ଗଲାନାହିଁ।
ମୋ ଆଖି ଖୋଲିଲା,
ସୁନ୍ସାନ୍ ଚାରିପାଖ,
ମୁଁ କାଶିକାଶି ନିଜେହିଁ ନୟାନ୍ତ ହେଉଥିଲି ।
In dream also Covid is disturbing. We should obey the direction of our Govt. & maintain social distance. We are lucky enough to have internet. Keep emotional connection with friend and family. Read your dream book or watch your dream movie. Be calm and take right decision at right time.
No comments:
Post a Comment