Tuesday, 27 December 2016

ଏଇତ ଆରମ୍ଭ...


ମୁଁ ବହୁତ ଦିନ ହେଲା ତାଙ୍କୁ ଖୋଜୁଥିଲି । ହଠାତ ତାଙ୍କୁ ପାଇଲି ଫେସ ବୁକ ରେ । ଖୁବ ଖୁଶି ଲାଗିଲା । ମନେ ହେଲା 2016 ମସିହା ମୋତେ ଏଇ ଉପହାର ଦେଇ ବିଦାୟ ନେଉଛି । ଏତେଦିନ ପରେ ଆଉଥରେ ଲେଖିବାକୁ ଇଚ୍ଛା ହେଲା । ଲେଖିବାକୁ ଇଚ୍ଛା ସେତେବେଳେ ହୁଏ ଯେତେବେଳେ କେହି ଜଣେ ଲେଖାଗୁଡ଼ିକୁ ପଢେ । ମୋର ବି ସେମିତି ଭାବନା ଆସିଲା ଏବଂ ମୁଁ ଆଉଥରେ ଲେଖିବାକୁ ବସିଲି ମୋର ସମସ୍ତ ଅନୁଭୂତି ଜୀବନକୁ ନେଇ । 
   ଏଇତ ଆରମ୍ଭ...
ଫର୍ଦ ପରେ ଫର୍ଦ ... ଆଉ କେହି ବି ମୋତେ ହୁଏତ ରୋକି  ପରିବେନି... କାରଣ ମୁଁ ଯାହା ବି ଲେଖେ , ମୋ ମନରୁ ହିଁ ଲେଖେ ...

No comments:

Post a Comment

DEAREST KRISHN

My Dearest Krishn,The days drift by, floating on the river of time, and seasons gallop along the universe’s grand rhythm. You, my precious g...