Skip to main content

Posts

Showing posts from December, 2016
whatever I learned, the steps of achievements ... I learned from you. nothing to worry or shame to speak... oh master... let me oblige...
ଏଇତ ଆରମ୍ଭ... ମୁଁ ବହୁତ ଦିନ ହେଲା ତାଙ୍କୁ ଖୋଜୁଥିଲି । ହଠାତ ତାଙ୍କୁ ପାଇଲି ଫେସ ବୁକ ରେ । ଖୁବ ଖୁଶି ଲାଗିଲା । ମନେ ହେଲା 2016 ମସିହା ମୋତେ ଏଇ ଉପହାର ଦେଇ ବିଦାୟ ନେଉଛି । ଏତେଦିନ ପରେ ଆଉଥରେ ଲେଖିବାକୁ ଇଚ୍ଛା ହେଲା । ଲେଖିବାକୁ ଇଚ୍ଛା ସେତେବେଳେ ହୁଏ ଯେତେବେଳେ କେହି ଜଣେ ଲେଖାଗୁଡ଼ିକୁ ପଢେ । ମୋର ବି ସେମିତି ଭାବନା ଆସିଲା ଏବଂ ମୁଁ ଆଉଥରେ ଲେଖିବାକୁ ବସିଲି ମୋର ସମସ୍ତ ଅନୁଭୂତି ଜୀବନକୁ ନେଇ ।     ଏଇତ ଆରମ୍ଭ... ଫର୍ଦ ପରେ ଫର୍ଦ ... ଆଉ କେହି ବି ମୋତେ ହୁଏତ ରୋକି  ପରିବେନି... କାରଣ ମୁଁ ଯାହା ବି ଲେଖେ , ମୋ ମନରୁ ହିଁ ଲେଖେ ...